ମାଳଦ୍ୱୀପ Māḻadwīpa

  • ଦେ. ବି (ସଂ. ମାଳୟଦ୍ୱୀପ; କିମ୍ବା ଦ୍ୱୀପମାଳ) — ଭାରତ ମହାସାଗରରେ ଆରବ ଉପସାଗରର ଦକ୍ଷିଣ ଓ ଭାରତବର୍ଷର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ କ୍ଷୁଦ୍ର କ୍ଷୁଦ୍ର ବହୁଦ୍ୱୀପର ପୁଞ୍ଜ — The Maldive islands in the Indian Ocean