ମାଳଦୁହୁଡ଼ି Māḻa duhuṟḍ̠i

  • ଦେ. ବି (ସଂ. ମାଳ+ଦୀପପାତ୍ର) — ଗୋଟିଏ ବାଉଁଶରେ ଖଞ୍ଜା ହୋଇ ମାଳ ପରି ଲମ୍ବା ଓ ବହୁ ସଂଖ୍ୟକ ବର୍ତ୍ତି ଜଳୁଥିବା ମସାଲ — Torches attached together and looking like a garland when lighted