ମାଲ୍ୟ Mālya

  • ସଂ. ବି (ମାଳା+ଭାବାର୍ଥେ ଯ) — ମାଳା — Garland
  • ସଂ. ବି (ମାଳା+ଭାବାର୍ଥେ ଯ) — ପୁଷ୍ପ; ଫୁଲ — Flower
  • ସଂ. ବି (ମାଳା+ଭାବାର୍ଥେ ଯ) — ଶିରୋମାଳା — A chaplet for the head
  • ସଂ. ବିଣ (ମାଳା+ସମ୍ବନ୍ଧାର୍ଥେ ଯ) — ମାଳା ଗୁନ୍ଥା ହେବାର ଉପଯୁକ୍ତ — Fit for being made or strung into a garland