ମାଲ୍ୟଗିରି Mālyagiri

  • ସଂ. ବି (ନାମ) — ପାଲହଡ଼ାରେ ଅବସ୍ଥିତ ଉତ୍କଳର ସର୍ବୋଚ୍ଚ ପର୍ବତ ବିଶେଷ — The highest mountain of Utkal in the State of Pallaharā
  • ସଂ. ବି (ନାମ) — [ଉ—ମାଲ୍ୟଗିରିବାସୀ ଦୂର୍ଦ୍ଧର୍ଷ ଜୁଆଙ୍ଗ।] ରାଧାନାଥ ନନ୍ଦିକେଶ୍ୱରୀ।]