ମାଲ୍ ଧାନ୍ Māl-dhān

  • ପ୍ରାଦେ (ସମ୍ବଲପୁର) ବି — ପାହାଡ଼ ପାର୍ଶ୍ୱରେ କିଆରି କରାଯାଇ ଥିବା ଢିପ ଜମିରେ ଉତ୍ପନ୍ନ ଧାନ — Paddy grown on terraced plots on the slope of a hill