ମାଲ୍ଖାନା Māl-khānā

  • ବୈଦେ. ବି (ଫା) — ଧନାଗାର — Treasury; treasury room
  • ବୈଦେ. ବି (ଫା) — [ଉ—ଧନେ ପୂରାଇବା ଲାଗି ମାଲଖାନା। ରାଧାନାଥ. ଦରବାର।]
  • ବୈଦେ. ବି (ଫା) — ଭଣ୍ଡାର ଘର — Store-house
  • ବୈଦେ. ବି (ଫା) — ଜବତି ବା ସରକାର ମାଲ ରଖାଯିବାର ଘର — Mālkhānā a room where attached or government properties are kept