ମାଲ୍ୟ ଚନ୍ଦନ Mālya chandana

  • ସଂ. ବି (ସହଚର; ଦ୍ୱନ୍ଦ) — ଅତିଥିଙ୍କ ସମ୍ମାନାର୍ଥ ପ୍ରଦତ୍ତ ପୁଷ୍ପମାଳା ଓ ଚନ୍ଦନ — Garland and sandal paste offered to a distinguished guest