ମାଲ୍ୟବନ୍ତ Mālyabanta
- ଦେ. ବି (ସଂ. ମାଲ୍ୟବାନ୍) — ମାଲ୍ୟବାନ୍ ପର୍ବତ — The Mālyabān range of mountaions
- ଦେ. ବି (ସଂ. ମାଲ୍ୟବାନ୍) — [ଉ—ଗିରି—ମାଲ୍ୟବନ୍ତ ଗିରି— ମଧ୍ୟ ମଣି। ରାଧାନାଥ ମହାଯାତ୍ରା।]
- ଦେ. ବି (ସଂ. ମାଲ୍ୟବାନ୍) — ରାକ୍ଷସ ବିଶେଷ — Name of demon
- ଦେ. ବି (ସଂ. ମାଲ୍ୟବାନ୍) — [ଦ୍ର— ଏହାର ଭାଇ ନାମ ସୁମାଳୀ; ସୁମାଳୀର ରାବଣ ଦୌହିତ୍ର।]
- ଦେ. ବି (ସଂ. ମାଲ୍ୟବାନ୍) — [ଉ—ବିଦ୍ୟୁତ କେଶ ବଂଶରେ ଜାତ, ସୁମାଳୀ ମାଳୀ ଯେ ମାଲ୍ୟବନ୍ତ, ସ୍ୱର୍ଗ ଲୁଣ୍ଠନେ ଅହି ଅହିତ ଧିଆନ କରି ଯେ। ଭଞ୍ଜ ବୈଦେହୀଶବିଳାସ।]
- ଦେ. ବିଣ — ମାଳାଭୂଷିତ — Garlanded
- ଦେ. ବିଣ — [ଉ—ବ୍ଯବସ୍ଥିତେ ଦେଖ ମାଲ୍ୟବନ୍ତ କେଶି ମାଲ୍ୟବନ୍ତ ରାମ କଥିତ। ଭଞ୍ଜ ବୈଦେହୀଶବିଳାସ।]