ମାର୍ଟିଆ Mārṭiā

  • ବୈଦେ. ବି (ଇଂ) — ଦକ୍ଷିଣ ଆଫ୍ରିକାରେ ଜାତ ଏକ ପ୍ରକାର ଗୁଳ୍ମ — Martia; a kind of thorny and poisonous plant of South Africa
  • ବୈଦେ. ବି (ଇଂ) — [ଦ୍ର—ଏ ଗୁଳ୍ମ 5।6 ଇଞ୍ଚ ପର୍ଯ୍ୟନ୍ତ ବଢ଼େ। ଏହା ଅତ୍ୟନ୍ତ ବିଷାକ୍ତ ଓ ଦୀର୍ଘ କଣ୍ଟକଯୁକ୍ତ। ସେ କଣ୍ଟା ପଶୁମାନଙ୍କ ଦେହରେ ଫୋଡ଼ି ହୋଇଗଲେ ପଶୁମାନେ ମରିଯାଆନ୍ତି।] — [ଦ୍ର—ଏ ଗୁଳ୍ମ56ଇଞ୍ଚ ପର୍ଯ୍ୟନ୍ତ ବଢ଼େ ଏହା ଅତ୍ୟନ୍ତ ବିଷାକ୍ତ ଓ ଦୀର୍ଘ କଣ୍ଟକଯୁକ୍ତ ସେ କଣ୍ଟା ପଶୁମାନଙ୍କ ଦେହରେ ଫୋଡ଼ି ହୋଇଗଲେ ପଶୁମାନେ ମରିଯାଆନ୍ତି]