ମାର୍ତ୍ତ୍ୟ Mārttya

  • ସଂ. ବିଣ (ମର୍ତ୍ତ୍ୟ+ଅ) — ମର୍ତ୍ତ୍ୟ ସମ୍ବନ୍ଧୀୟ — Relating to the earth
  • ସଂ. ବିଣ (ମର୍ତ୍ତ୍ୟ+ଅ) — ମରଣଶୀଳ — Mortal (Apte)
  • ସଂ. ବି — ମରଣଶୀଳତା — Mortality (Apte)