ମାର୍ଜିତ ସମାଜ Mārjita samāja

  • ଦେ. ବି — ସଭ୍ୟ ସମାଜ — Polished society; genteel society
  • ଦେ. ବି — ସଂସ୍କୃତ ସମାଜ; ଯେଉଁ ସମାଜରେ ଦେଶକାଳୋଚିତ ସଂସ୍କାରମାନ ପ୍ରବର୍ତ୍ତିତ ହୋଇଅଛି — Reformed society