ମାର୍ତ୍ତିକ Mārttika

  • ସଂ. ବିଣ (ମୃତ୍ତିକା+ଅ) — ମୃତ୍ତିକାନିର୍ମିତ — Made of earth
  • ସଂ. ବି — ଏକପ୍ରକାର ମାଠିଆ — A kind of pitcher (Apte)
  • ସଂ. ବି — ମାଠିଆ ମୁହଁର ଘୋଡ଼ଣୀ — The lid of a pitcher (Apte)
  • ସଂ. ବି — ମାଟିର ଟେଳା — A clod or lump of earth (Apte)