ମାର୍ଜିବା Mārjibā
- ଦେ (ପଦ୍ଯ) କ୍ରି—(ସଂ. ମାର୍ଜ. ଧାତୁ) — ପରିଷ୍କାର କରିବା; ବିଶୁଦ୍ଧ; କରିବା — To cleanse; to purify
- ଦେ (ପଦ୍ଯ) କ୍ରି—(ସଂ. ମାର୍ଜ. ଧାତୁ) — ଓଳାଇବା — To sweep clean
- ଦେ (ପଦ୍ଯ) କ୍ରି—(ସଂ. ମାର୍ଜ. ଧାତୁ) — [ଉ—ତୋହର ଗୃହକୁ ମାର୍ଜିଲୁ, ଆମ୍ଭଙ୍କୁ ଯଜ୍ଞ ଭାଗ ଦେଲୁ। ଜଗନ୍ନାଥ. ଭାଗବତ।]