ମାର୍ତୁଲ୍ Mār-tul

  • ବୈଦେ. ବି.—(ପର୍ଟୁଗୀଜ୍—ମାର୍ଟେଲୀ; ଇଟାଲୀୟ— ମାର୍ଟେଲୋ; ଲାଟିନ୍ ମାର୍ଟୁଲସ୍) — ଲୁହାର ବଡ଼ ହାତୁଡ଼ି — A big iron hammer