ମାର୍ତ୍ତାଣ୍ଡ Mārttāṇḍa

  • ସଂ. ବି—(ମୃତାଣ୍ଡ+ଅପତ୍ୟାର୍ଥେ; ଅ; ମୃତ ଅଣ୍ଡରୁ ଜନ୍ମ ହୋଇ ଥିବାରୁ; କିମ୍ବା ମା+ଆର୍ତ୍ତ+ ଅଣ୍ଡ; ଦ୍ୱିଧାକୃତ ହେବା ସମୟରେ ପିତା କହିଲେ 'ହେ ଅଣ୍ଡ ! ମା ଆର୍ତ୍ତୋଭବ' = ହେ ଅଣ୍ଡ ! ତୁମ୍ଭେ ଆର୍ତ୍ତ ହୁଅନାଁ। ଏଥିପାଇଁ ଏହି ନାମ ହୋଇଅଛି) — ସୂର୍ଯ୍ୟ; ତପନ — The sun
  • ସଂ. ବି—(ମୃତାଣ୍ଡ+ଅପତ୍ୟାର୍ଥେ; ଅ; ମୃତ ଅଣ୍ଡରୁ ଜନ୍ମ ହୋଇ ଥିବାରୁ; କିମ୍ବା ମା+ଆର୍ତ୍ତ+ ଅଣ୍ଡ; ଦ୍ୱିଧାକୃତ ହେବା ସମୟରେ ପିତା କହିଲେ 'ହେ ଅଣ୍ଡ ! ମା ଆର୍ତ୍ତୋଭବ' = ହେ ଅଣ୍ଡ ! ତୁମ୍ଭେ ଆର୍ତ୍ତ ହୁଅନାଁ। ଏଥିପାଇଁ ଏହି ନାମ ହୋଇଅଛି) — ଆକନ୍ଦ ଗୁଳ୍ମ; ଅର୍କ ଗଛ — The murder plant; the swallowwart; Calotropis Gigantea
  • ସଂ. ବି—(ମୃତାଣ୍ଡ+ଅପତ୍ୟାର୍ଥେ; ଅ; ମୃତ ଅଣ୍ଡରୁ ଜନ୍ମ ହୋଇ ଥିବାରୁ; କିମ୍ବା ମା+ଆର୍ତ୍ତ+ ଅଣ୍ଡ; ଦ୍ୱିଧାକୃତ ହେବା ସମୟରେ ପିତା କହିଲେ 'ହେ ଅଣ୍ଡ ! ମା ଆର୍ତ୍ତୋଭବ' = ହେ ଅଣ୍ଡ ! ତୁମ୍ଭେ ଆର୍ତ୍ତ ହୁଅନାଁ। ଏଥିପାଇଁ ଏହି ନାମ ହୋଇଅଛି) — ଶୂକର; ଘୁଷୁରି — Hog
  • ସଂ. ବି—(ମୃତାଣ୍ଡ+ଅପତ୍ୟାର୍ଥେ; ଅ; ମୃତ ଅଣ୍ଡରୁ ଜନ୍ମ ହୋଇ ଥିବାରୁ; କିମ୍ବା ମା+ଆର୍ତ୍ତ+ ଅଣ୍ଡ; ଦ୍ୱିଧାକୃତ ହେବା ସମୟରେ ପିତା କହିଲେ 'ହେ ଅଣ୍ଡ ! ମା ଆର୍ତ୍ତୋଭବ' = ହେ ଅଣ୍ଡ ! ତୁମ୍ଭେ ଆର୍ତ୍ତ ହୁଅନାଁ। ଏଥିପାଇଁ ଏହି ନାମ ହୋଇଅଛି) — ସ୍ୱର୍ଣ୍ଣମାକ୍ଷିକ (ହି. ଶ) — Iron pyrites
  • ସଂ. ବି—(ମୃତାଣ୍ଡ+ଅପତ୍ୟାର୍ଥେ; ଅ; ମୃତ ଅଣ୍ଡରୁ ଜନ୍ମ ହୋଇ ଥିବାରୁ; କିମ୍ବା ମା+ଆର୍ତ୍ତ+ ଅଣ୍ଡ; ଦ୍ୱିଧାକୃତ ହେବା ସମୟରେ ପିତା କହିଲେ 'ହେ ଅଣ୍ଡ ! ମା ଆର୍ତ୍ତୋଭବ' = ହେ ଅଣ୍ଡ ! ତୁମ୍ଭେ ଆର୍ତ୍ତ ହୁଅନାଁ। ଏଥିପାଇଁ ଏହି ନାମ ହୋଇଅଛି) — ଦ୍ୱାଦଶ ସଂଖ୍ୟା — The number 12 (Apte)