ମାନସିକ Mānasika
- ସଂ. ବିଣ (ମାନସ+ଇକ) — ମନଃ ସମ୍ବନ୍ଧୀୟ; ଆନ୍ତରିକ; ମନୋଗତ — Mental
- ସଂ. ବିଣ (ମାନସ+ଇକ) — କାଳ୍ପନିକ — Imaginary
- ଦେ. ବି — ଦେବଦେବୀଙ୍କ ସମୀପରେ କୌଣସି ଅଭିଷ୍ଟ ସାଧନାର୍ଥ ଭୋଗ ଆଦି ଯାଚିବା କାର୍ଯ୍ୟ; ମାନତ୍ — Vow taken before a Deity to perform certain acts in case one's particular desire is fulfilled
- ଦେ. ବି — କଳ୍ପନା — Imagination
- ଦେ. ବି — (ଉ—ମାନସିକେ ତାର ମୁଖ ଦେଖୁଅଛି କୁଟିଳ କୋପଭରେଣ। ପ୍ରାଚୀ. ରସ— ବାରିଧି।)
- ଦେ. ବି — ବିଷ୍ଣୁ (ହି. ଶ.) — A name of Bishṇu