ମାନସତପଃ Mānasatapaḥ
- ସଂ. ବି — ମନଃପ୍ରସାଦ, ସୌମ୍ୟତ୍ୱ, ମୌନ, ଆତ୍ମବିନିଗ୍ରହ ଓ ଭାବସଂଶୁଦ୍ଧି — Favourable disposition or tranquility of mind, sweet-nature, silence self-control and purity of thought
- ସଂ. ବି — [ଦ୍ର—ଭଗବଦ୍ଗୀତା 17 ଶ ଅଧ୍ୟାୟରେ ତପଃକୁ 3 ଶ୍ରେଣୀରେ ବିଭକ୍ତ କରାଯାଇଅଛି। (ଯଥା— 1 । ଶାରୀର ତପଃ—ଦେବଦ୍ୱିଜଗୁରୁପ୍ରାଜ୍ଞପୂଜନ ଶୌଚ, ଆର୍ଜବ ବା ସରଳତା, ବ୍ରହ୍ମଚର୍ଯ୍ଯ ଅହିଂସା— 2 । ବାଙୟ ତପଃ—ଅନୁଦ୍ବେଗକର ବାକ୍ୟ, ସତ୍ୟ, ପ୍ରିୟ ଓ ହିତବାକ୍ୟ, ସ୍ୱାଧ୍ୟାୟଭ୍ୟାସନ ବା ବେଦାଭ୍ୟାସ ଓ— 3 । ମାନସତପଃ—ମନଃପ୍ରସାଦ, ସୌମ୍ୟତ୍ୱ, ମୌନ, ଆତ୍ମବିନିଗ୍ରହ ଓ ଭାବସଂଶୁଦ୍ଧି। 14/15/16 ଶ୍ଳୋକ।)] — [ଦ୍ର—ଭଗବଦ୍ଗୀତା17ଶ ଅଧ୍ୟାୟରେ ତପଃକୁ3ଶ୍ରେଣୀରେ ବିଭକ୍ତ କରାଯାଇଅଛି (ଯଥା—1 ଶାରୀର ତପଃ—ଦେବଦ୍ୱିଜଗୁରୁପ୍ରାଜ୍ଞପୂଜନ ଶୌଚ, ଆର୍ଜବ ବା ସରଳତା, ବ୍ରହ୍ମଚର୍ଯ୍ଯ ଅହିଂସା—2 ବାଙୟ ତପଃ—ଅନୁଦ୍ବେଗକର ବାକ୍ୟ, ସତ୍ୟ, ପ୍ରିୟ ଓ ହିତବାକ୍ୟ, ସ୍ୱାଧ୍ୟାୟଭ୍ୟାସନ ବା ବେଦାଭ୍ୟାସ ଓ—3 ମାନସତପଃ—ମନଃପ୍ରସାଦ, ସୌମ୍ୟତ୍ୱ, ମୌନ, ଆତ୍ମବିନିଗ୍ରହ ଓ ଭାବସଂଶୁଦ୍ଧି14/15/16ଶ୍ଳୋକ)]