ମାନସ ହଂସ Mānasa haṁsa

  • ସଂ. ବି (ମ. ପ. ଲୋ) — ମାନସରୋବର ବିହାରୀ ରାଜହଂସ — A swan frequenting the Mānasa lake
  • ସଂ. ବି (ମ. ପ. ଲୋ) — ଏକ ବର୍ଣ୍ଣବୃତ୍ତି — Name of a Sanscrit metre
  • ସଂ. ବି (ମ. ପ. ଲୋ) — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ 'ସ ଜ ନ ଭ ର' ରହେ—ହି. ଶ.]