ମାନସଚାରୀ Mānasachārī

  • ସଂ. ବିଣ. ପୁଂ (ମାନସ+ଚର ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଯେ (ଯେଉଁ ହଂସ) ମାନସହ୍ରଦରେ ବିଚରଣ କରନ୍ତି — (swans) Frequenting the Mānasarobara lake
  • ସଂ. ବି — ରାଜହଂସ — Swan (Apte)