ମାନସୀ କନ୍ୟା Mānasī kanyā

  • ସଂ. ବି. ସ୍ତ୍ରୀ — ମନରୁ ଜାତ କନ୍ଯା; ମନରେ କନ୍ଯା ଜାତ ହେଉ ବୋଲି କଳ୍ପନା କରିବା ମାତ୍ରେ ଯେଉଁ କନ୍ଯା ଜାତ ହୁଏ — A daughter begotten of the mind; a daughter sprung at one's will