ମାନସିଂହ Mānasiṁha

  • ଦେ. ବି — ମୋଗଲ ସମ୍ରାଟ ଆକବରଙ୍କ ଅଧୀନ ରାଜପୁତ୍ ସେନାପତି — Name of a Rajput general under Akbar
  • ଦେ. ବି — [ଦ୍ର—ଏହାଙ୍କର ପିଉସୀଙ୍କୁ ଆକବର ବିବାହ କରିଥିଲେ ଓ ଏହାଙ୍କ ଭଉଣୀଙ୍କୁ ଜାହାଙ୍ଗୀର ବିବାହ କରିଥିଲେ; ଆକବର ଏହାଙ୍କୁ ଜୟପୁର ରାଜ୍ୟର ରାଜା କରିଥିଲେ।]
  • ଦେ. ବି — କ୍ଷତ୍ରିୟଙ୍କ ବଂଶୋପାଧି ବିଶେଷ — Name of a family-title of Kṡhatriyas