ମାନସୀ Mānasī

  • ସଂ. ବିଣ ସ୍ତ୍ରୀ (ମାନସ+ଈ; ମାନସର ସ୍ତ୍ରୀଲିଙ୍ଗ —Feminine of Mānasa.)- ମାନସ ସମ୍ବନ୍ଧୀୟା — Mental
  • ବି — ବିଦ୍ୟାଧାରୀ ବିଶେଷ — Name of a female demigod
  • ବି — ମାନସ ପୂଜା (ହି. ଶ.) (ଦେଖ) — Mānasa pūjā (See)