ମଳୟ ବାସୀ Maḻaya bāsī

  • ସଂ. (ମଳୟ+ବସ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ମଳୟ ପର୍ବତରେ ବା ମଳୟ ଦେଶରେ ବାସ କରୁଥିବା — Living in the Malaba country or hills
  • ସଂ. ବି — ଦକ୍ଷିଣାପବନ — The south breeze