ମଳୟଜ Maḻayaja

  • ସଂ. ବି (ମଳୟ+ଜନ୍ ଧାତୁ=ଜାତ ହେବା+କର୍ତ୍ତୃ. ଅ) — ମଳୟ ପର୍ବତ ଜାତ — Growing in the Western Ghats
  • ସଂ. ବି — ଚନ୍ଦନ କାଠ — Sandal wood
  • ସଂ. ବି — ଘୋରା ଚନ୍ଦନ — Sandal paste
  • ସଂ. ବି — ରାହୁ — The Dragon's head; the ascending node