ମଳୟ ପବନ Saḻaya pabana
- ସଂ. ବି ( 6 ଷ୍ଠୀ ତତ୍) — ବସନ୍ତ ପବନ; ଦକ୍ଷିଣା ପବନ — The sweet south breeze blowing in the spring
- ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ବସନ୍ତକାଳରେ ପୁଷ୍ପମାନ ଫୁଟିବାରୁ ସ୍ନିଗ୍ଧ ଦକ୍ଷିଣା ପବନରେ ସୁବାସ ଅନୁଭୂତ ହୁଏ। ଏଥିପାଇଁ ପ୍ରାଚୀନ ଲୋକେ ଅନୁମାନ କରୁଥିଲେ ଯେ ମଳୟ ପର୍ବତରେ ଥିବା ଚନ୍ଦନ ଗଛରେ ଏ ପବନ ଲାଗି ବହି ଆସି ଥିବାରୁ ସେହି ଚନ୍ଦନ ଗଛର ସୁବାସ ଏ ପବନ ଘେନି ଆସେ।]