ମଳମ୍ମା Maḻammā
- ବୈଦେ. ବିଣ (ଆ. ମଲମ୍ମା) — ତମ୍ବା ଉପରେ ସୁନାର ଗିଲ୍ଟି କରାଯିବା — Of copper gilt with a layer of gold; having a layer of gold on copper plate
- ବୈଦେ. ବି — ତମ୍ବା ଉପରେ ସୁନା ଗିଲ୍ଟି ହୋଇଥିବା ଜରି; ଝୁଟାଜରି — Gilt lace
- ବୈଦେ. ବି — (ଉ—ମଳମ୍ବା ଅମ୍ବରେ ହେଲା ଏ ତୁମ୍ଭର ସୁବର୍ଣ୍ଣ ଭ୍ରମ କେବଳ। ରାଧାନାଥ ଯଯାତି।)