ମଳମୂତ୍ର ରୋଧ Maḻamūtra rodha

  • ସଂ. ବି (ଦ୍ୱନ୍ଦ୍ୱ ଓ 6 ଷ୍ଠୀ ତତ୍) — ରୋଗ ବିଶେଷ; ଯେଉଁ ରୋଗରେ ରୋଗୀର ମଳର ଓ ମୂତ୍ରର ଉତ୍ସର୍ଗ ବନ୍ଦ ହୋଇଯାଏ — Strangury; obstuction of the bowels and the kidney