ମଳୟ ଚନ୍ଦନ Maḻaya chandana

  • ସଂ. ବି ( 6 ଷ୍ଠୀ ତତ୍) — ଅଗୁରୁ ଚନ୍ଦନ; ମଳୟଗିରି ଜାତ ଉତ୍କୃଷ୍ଟ ଚନ୍ଦନ — Excellent sandal wood growing in the Western Ghat mountain