ମଳୟ ଗିରି Maḻaya giri
- ସଂ. ବି — ଚନ୍ଦନାଦ୍ରି; (ମଳୟ ଦେଖ) — The Western Ghats range of mountains running along the Malabar coast of India
- ଦେ. ବି — ପାଳଲହଡ଼ା ରାଜ୍ୟର ଗୋଟିଏ ପର୍ବତ — A mountain of Pāḻalahaṟḍ̠ā state
- ଦେ. ବି — [ଦ୍ର—ଏହାର ଉଚ୍ଚତା 3895 ଫୁଟ।] — [ଦ୍ର—ଏହାର ଉଚ୍ଚତା3895ଫୁଟ]