ଭୀମରାଜ Bhīmarāja

  • ଦେ. ବି (ସଂ. ଭୃଙ୍ଗରାଜ) — ବହୁ ସ୍ୱର ଅନୁକରଣକାରୀ କଳା ପକ୍ଷୀ — Large racket-tailed drongo; the mocking bird of India; dissemurus Paradises
  • ଦେ. ବି (ସଂ. ଭୃଙ୍ଗରାଜ) — [ଦ୍ର—ଏହା କଜଳପାତି ପରି ନୀଳାଭ କୃଷ୍ଣବର୍ଣ୍ଣ, କିନ୍ତୁ 1 ହାତଲମ୍ବ; ମୁଣ୍ଡରେ ଚୂଳ ଅଛି। ଏହା ବହୁ ଜନ୍ତୁଙ୍କ ସ୍ୱରର ଅବିକଳ ଅନୁକରଣ କରିପାରେ; ଏହାର ଗୋଡ଼ ଛୋଟ ଓ ପଞ୍ଝା ବଡ଼। ଏହାର ଡିମ୍ବ ଉପରେ ନାଲି ଓ ଗୋଲାପି ଉଜ୍ଜ୍ୱଳ ଚିହ୍ନମାନ ଥାଏ।] — [ଦ୍ର—ଏହା କଜଳପାତି ପରି ନୀଳାଭ କୃଷ୍ଣବର୍ଣ୍ଣ, କିନ୍ତୁ1ହାତଲମ୍ବ; ମୁଣ୍ଡରେ ଚୂଳ ଅଛି ଏହା ବହୁ ଜନ୍ତୁଙ୍କ ସ୍ୱରର ଅବିକଳ ଅନୁକରଣ କରିପାରେ; ଏହାର ଗୋଡ଼ ଛୋଟ ଓ ପଞ୍ଝା ବଡ଼ ଏହାର ଡିମ୍ବ ଉପରେ ନାଲି ଓ ଗୋଲାପି ଉଜ୍ଜ୍ୱଳ ଚିହ୍ନମାନ ଥାଏ]