ଭୀମଶକତ Bhīmasakata

  • ଦେ. ବିଣ (ସଂ. ଭୀମ+ଶକ୍ତ) — ଅତିଶୟ ପରାକ୍ରମଶାଳୀ — Of superhuman might
  • ଦେ. ବିଣ (ସଂ. ଭୀମ+ଶକ୍ତ) — [ଉ—ବାର୍ଦ୍ଧିମଧ୍ୟସ୍ଥ ସଦାଗତି ପୁଷ୍ପକ ଆରୋହୀ ଭୀମ ଶକତ— ଭଞ୍ଜ. ବୈଦେହୀଶବିଳାସ]