ଭୀମସେନ Bhīmasena

  • ସଂ. ବି. (ନାମ) (ଭୀମ ଦେଖ) — ଦ୍ୱିତୀୟ ପାଣ୍ଡବ — Name of the second Pāṇḍaba brother
  • ସଂ. ବି. (ନାମ) (ଭୀମ ଦେଖ) — ବିଦର୍ଭରାଜ ଦମୟନ୍ତୀଙ୍କ ପିତା — Name of the father of Damayanti
  • ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to males