ଭୀମରଥ Bhīmaratha

  • ସଂ. ବି — ଶ୍ରୀକୃଷ୍ଣଙ୍କ ପୁତ୍ରବିଶେଷ — Name of one of the sons of Ṡrīkṛushṇa
  • ସଂ. ବି — ଧୃତରାଷ୍ଟ୍ରଙ୍କ ପୁତ୍ରବିଶେଷ — Name of a son of Dhṛutarāshtra
  • ସଂ. ବି — କୂର୍ମାବତାରରେ ବିଷ୍ଣୁଙ୍କ କର୍ତ୍ତୃକ ନିହତ ଅସୁର — Name of a demon killed by Bishṇu in His incarnation of the Tortoise