ଭୀମା Bhīmā
- ଦେ. ବି (ଅନାଦରାର୍ଥକ) — ଭୀମ ଓ ଭୀମସେନ ନାମକ ବ୍ଯକ୍ତିର ଡାକ ନାମ — A name used in calling Bhīma and Bhīmasena
- ସଂ. ବି (ଭୀମ+ଅ) — ରୋଚନ ନାମକ ଗନ୍ଧଦ୍ରବ୍ୟ — A herbal scent
- ସଂ. ବି (ଭୀମ+ଅ) — କୋରଡ଼ା; ଚାବୁକ (ହି. ଶ) — Whip
- ସଂ. ବି (ଭୀମ+ଅ) — ପଶ୍ଚିମଘାଟ ପର୍ବତରୁ ବାହାରି କୃଷ୍ଣା ନଦୀରେ ମିଳିତ ହୋଇଥିବା ନଦୀ — A tributary of the Kṛushṇā river in the Deccan
- ସଂ. ବି (ଭୀମ+ଅ) — ଭୀମା ଦେବୀ (ଦେଖ) — Bīhmā debī (See)