ଭୀମ ରଡ଼ି Bhīma raṟḍ̠i
- ଦେ. ବି — ଭୀମନାଦ; ବିକଟ ଗର୍ଜନ — Terrific sound; terrible roar
- ଦେ. ବି — ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧ ପାଇଁ ଡାକିଥିବା ବେଳେ ଭୀମଙ୍କର କରିଥିବା ରଡ଼ି — The roaring challenge of Bhīma to Durj̄yodhana for battle
- ଦେ. ବି — [ଦ୍ର—ଭୀମ ଦୁଇଥର ରଡି଼ କରିବାଯାକେ ଦୁର୍ଯ୍ୟୋଧନ ସମ୍ଭାଳି ହୋଇ ରହିଲେ; କିନ୍ତୁ ତୃତୀୟ ରଡ଼ି ଶୁଣି ଆଉ ଥୟ ହୋଇ ନ ପାରି ଲୁଚିବା ସ୍ଥାନରୁ ବାହାରି ଆସି ଭୀମ ସଙ୍ଗେ ଯୁଦ୍ଧ କଲେ ଓ ସେହି ଯୁଦ୍ଧରେ ମୃତ ହେଲେ।]