ଭୀମ ପରାକ୍ରମ Bhīma parākrama

  • ସଂ. ବି (କର୍ମଧା; ଭୀମ+ପରାକ୍ରମ) — ଭୟଙ୍କର ଶକ୍ତି — Terrible might
  • ସଂ. ବି (କର୍ମଧା; ଭୀମ+ପରାକ୍ରମ) — ( 6 ଷ୍ଠୀ ତତ୍) ଭୀମଙ୍କର ଶକ୍ତି — (6ଷ୍ଠୀ ତତ୍) ଭୀମଙ୍କର ଶକ୍ତି— . The might of Bhīma
  • ବିଣ. ପୁଂ (ବହୁବ୍ରୀହି; ଭୀମ ଅଟେ ପରାକ୍ରମ; ଯାହାର) — ଅତ୍ୟନ୍ତ ବଳଶାଳୀ — Mighty; of dreadful strength