ବେତଣ୍ଡ Betaṇḍa

  • ସଂ. ବି (ବେ=ଯେ ଗମନ କରେ+ତଣ୍ଡ୍ ଧାତୁ= ତାଡ଼ନା କରିବା+କର୍ମ. ଅ) — ହସ୍ତୀ; ଗଜ — Elephant
  • ସଂ. ବି (ବେ=ଯେ ଗମନ କରେ+ତଣ୍ଡ୍ ଧାତୁ= ତାଡ଼ନା କରିବା+କର୍ମ. ଅ) — ଉତ୍ସୃଙ୍ଖଳ ବ୍ୟକ୍ତି — A self-willed person