ବେତନ Betana
- ସଂ. ବି (ଅଜ୍ ଧାତୁ ବା ବୀ ଧାତୁ=ଗମନ କରିବା+କରଣ. ତନ; ନିପାତନ) — କର୍ମର ଦକ୍ଷିଣା; କର୍ମର ମୂଲ୍ୟ; ଦରମା; ପାରିଶ୍ରମିକ — Salary; pay; remuneration for work
- ସଂ. ବି (ଅଜ୍ ଧାତୁ ବା ବୀ ଧାତୁ=ଗମନ କରିବା+କରଣ. ତନ; ନିପାତନ) — ମୂଲ; ମଜୁରି — Wages
- ସଂ. ବି (ଅଜ୍ ଧାତୁ ବା ବୀ ଧାତୁ=ଗମନ କରିବା+କରଣ. ତନ; ନିପାତନ) — ଜୀବିକା — Livelihood
- ସଂ. ବି (ଅଜ୍ ଧାତୁ ବା ବୀ ଧାତୁ=ଗମନ କରିବା+କରଣ. ତନ; ନିପାତନ) — ରୌପ୍ୟ — Silver
- ସଂ. ବି (ଅଜ୍ ଧାତୁ ବା ବୀ ଧାତୁ=ଗମନ କରିବା+କରଣ. ତନ; ନିପାତନ) — ଭଡ଼ା — Hire