ବେତଣ୍ଡା Betaṇḍā
- ଦେ. ବିଣ (ସଂ. ବିତଣ୍ଡା ବା ବେତଣ୍ଡ) — ବେଆଡ଼ା; ଉଚ୍ଛୃଙ୍ଖଳ ବ୍ୟକ୍ତି — Wicked; recalcitrant
- ଦେ. ବିଣ (ସଂ. ବିତଣ୍ଡା ବା ବେତଣ୍ଡ) — ଅମାନିଆ; ଅଶାସିତ; ଦୁର୍ଦ୍ଦାନ୍ତ — Unruly
- ଦେ. ବିଣ (ସଂ. ବିତଣ୍ଡା ବା ବେତଣ୍ଡ) — ଅଖାଡ଼ୁଆ — Irregular
- ଦେ. ବିଣ (ସଂ. ବିତଣ୍ଡା ବା ବେତଣ୍ଡ) — ବାଗ୍ବିତଣ୍ଡାକାରୀ — Quarrelsome; fond of hair splitting argument
- ଦେ. ବି — ବାଗ୍ବିତଣ୍ଡା — Wordy fight