ବେତକୋଳି Betakoḻi
- ଦେ. ବି — ବେତଫଳ — The berry of cane plant
- ଦେ. ବି — (ଉ—ହାଡ଼ ଗଜଗଜ ବେତକୋଳି, ତା ଖାଇଲେ କି ପେଟ ପୂରି—ଢଗ।)
- ଦେ. ବି — [ଦ୍ର—ଏହାର ଉପରେ ଚୋପା ଥାଏ ଓ ଏଗୁଡ଼ିକ ପେନ୍ଥା ପେନ୍ଥା ହୋଇ ଫଳେ। ପାଚଲା ଫଳର ଚୋପା ଛଡ଼ାଇଲେ ଭିତରେ ଈଷତ୍ ଓ ମିଠା କଷା ପଦାର୍ଥର ସ୍ତର ମଞ୍ଜି ଉପରେ ବେଢ଼ିଥାଏ।]