ବେତକଣ୍ଟା Betakaṇṭā

  • ଦେ. ବି (ବେତ୍ର ଓ କଣ୍ଟକ) — ବେତଗଛର ପାଖୁଡ଼ାରେ ଓ ନାସୀରେ ଥିବା କଣ୍ଟା — Thorns growing on cane trees
  • ଦେ. ବି (ବେତ୍ର ଓ କଣ୍ଟକ) — [ଦ୍ର—ଏହା ଦୁଇ ପ୍ରକାର; ବେତଗଛର ପାଖୁଡ଼ାରେ ଯେଉଁ କଣ୍ଟା ଥାଏ ତାହା ଛୁଞ୍ଚି ପରି ସରୁ ଓ ସିଧା । ଏହା ପ୍ରାୟ 1 ୳ ଇଞ୍ଚ ପର୍ଯ୍ୟନ୍ତ ଲମ୍ବ ହୁଏ। ବେତନାସୀରେ ଯେଉଁ କଣ୍ଟା ଥାଏ ତାହା ଛୋଟ ଅଙ୍କୁଶଯୁକ୍ତ।] — [ଦ୍ର—ଏହା ଦୁଇ ପ୍ରକାର; ବେତଗଛର ପାଖୁଡ଼ାରେ ଯେଉଁ କଣ୍ଟା ଥାଏ ତାହା ଛୁଞ୍ଚି ପରି ସରୁ ଓ ସିଧା ଏହା ପ୍ରାୟ1୳ ଇଞ୍ଚ ପର୍ଯ୍ୟନ୍ତ ଲମ୍ବ ହୁଏ ବେତନାସୀରେ ଯେଉଁ କଣ୍ଟା ଥାଏ ତାହା ଛୋଟ ଅଙ୍କୁଶଯୁକ୍ତ]