ବେତକନ୍ଦା Betakandā
- ଦେ. ବି (ସଂ. ବେତ୍ର+ ସ୍କନ୍ଧ) — ବେତ ଲତାର ଅଗ୍ର ଭାଗର ଚୋପା ଛଡ଼ାଇଲେ ତା ମଧ୍ୟରୁ ବାହାରିବା ବେତର କୋମଳ ଅଂଶ — Tender parts inside the tender shoots or top portions of cane plants
- ଦେ. ବି (ସଂ. ବେତ୍ର+ ସ୍କନ୍ଧ) — [ଦ୍ର—ଏହା ଭଜା ହୋଇ ଖିଆଯାଏ, କିନ୍ତୁ ଟିକିଏ ପିତା ଲାଗେ। ବଙ୍ଗଦେଶରେ ଏହାକୁ ତିଅଣ ମଧ୍ୟ କରନ୍ତି।]