ବେତଦ୍ବିର Betadbira

  • ବୈଦେ. ବି. (ଫା. ବେ+ତଦ୍ବୀର) — ଆୟୋଜନବିହୀନ — Having no previous arrangements
  • ବୈଦେ. ବି. (ଫା. ବେ+ତଦ୍ବୀର) — ଯେ କୌଣସି ବିଷୟରେ ଯୋଗାଡ଼ କରେ ନାହିଁ — Making no efforts or endeavours towards the fulfilment of any act