ବିଷ୍ଟପ Bishṭapa

  • ସଂ. ବି. (ବିଶ୍ ଧାତୁ=ପ୍ରବେଶ କରିବା+ଅଧିକରଣ ଟପ) — ଭୁବନ; ଜଗତ୍ — The world; creation
  • ସଂ. ବି. (ବିଶ୍ ଧାତୁ=ପ୍ରବେଶ କରିବା+ଅଧିକରଣ ଟପ) — ଲୋକ; ଜୀବଜଗତ — The animal kingdom
  • ସଂ. ବି. (ବିଶ୍ ଧାତୁ=ପ୍ରବେଶ କରିବା+ଅଧିକରଣ ଟପ) — ପାତ୍ର — Cup; vessel (Apte)