ବିଷ୍କିବା Bishkibā

  • ଦେ. କ୍ରି (ସଂ. ବିଶୁଷ୍କ; ତୁଳ ସଂ. ବଷ୍କୟଣୀ=ଚିରପ୍ରସୂତା ଗୌ) — (ବାଛୁରୀ ବଡ଼ ହୋଇଯାଇଥାବା ଗାଈ) ଦୁଗ୍ଧ ହୀନ ହେବା — To run dry (said of a cow with a grown up calf)