ବିଷ୍ଟମ୍ଭ Bishṭambha
- ସଂ. ବି. (ବି+ସ୍ତନ୍ ଭ ଧାତୁ—ସ୍ତବ୍ଧ କରିବା+ଭାବ. ଅ) — ବାଧା; ପ୍ରତିବନ୍ଧକ — Obstacle
- ସଂ. ବି. (ବି+ସ୍ତନ୍ ଭ ଧାତୁ—ସ୍ତବ୍ଧ କରିବା+ଭାବ. ଅ) — ଅଟକ; ରୋଧ — Restaint
- ସଂ. ବି. (ବି+ସ୍ତନ୍ ଭ ଧାତୁ—ସ୍ତବ୍ଧ କରିବା+ଭାବ. ଅ) — ଅନାହ ରୋଗ; ମୂତ୍ର—କୁଚ୍ଛ୍ର — Obstruction of urine; strangury
- ସଂ. ବି. (ବି+ସ୍ତନ୍ ଭ ଧାତୁ—ସ୍ତବ୍ଧ କରିବା+ଭାବ. ଅ) — ଦୃଢ଼ତା — Firmness
- ସଂ. ବି. (ବି+ସ୍ତନ୍ ଭ ଧାତୁ—ସ୍ତବ୍ଧ କରିବା+ଭାବ. ଅ) — ସ୍ଥିରୀଭାବ — Fixedness
- ସଂ. ବି. (ବି+ସ୍ତନ୍ ଭ ଧାତୁ—ସ୍ତବ୍ଧ କରିବା+ଭାବ. ଅ) — ମଳରୋଧ — Constipation
- ସଂ. ବି. (ବି+ସ୍ତନ୍ ଭ ଧାତୁ—ସ୍ତବ୍ଧ କରିବା+ଭାବ. ଅ) — ପରର ସମ୍ପତ୍ତିକୁ ଆକ୍ରମଣ ବା ଅଟକ କରିବା — Attacking or occupying another's property
- ସଂ. ବି. (ବି+ସ୍ତନ୍ ଭ ଧାତୁ—ସ୍ତବ୍ଧ କରିବା+ଭାବ. ଅ) — ସମ୍ପତ୍ତି କୋରଖ — Attachment of property
- ସଂ. ବି. (ବି+ସ୍ତନ୍ ଭ ଧାତୁ—ସ୍ତବ୍ଧ କରିବା+ଭାବ. ଅ) — ବନ୍ଦ କରିବା — Stopping (Apte)
- ସଂ. ବି. (ବି+ସ୍ତନ୍ ଭ ଧାତୁ—ସ୍ତବ୍ଧ କରିବା+ଭାବ. ଅ) — ପହଣ୍ଡ ପକାଇବା — Stepping; placing the feet (Apte)