ବିଷ୍ଟମ୍ଭୀ Bashṭambhī

  • ସଂ. ବିଣ. ପୁଂ (ବିଷ୍ଚମ୍ଭିନ୍; ବିଷ୍ଟମ୍ଭ+ଅଛିଅର୍ଥେ. ଇନ୍) — ଅବରୋଧକାରୀ — Obstructing
  • ସଂ. ବିଣ. ପୁଂ (ବିଷ୍ଚମ୍ଭିନ୍; ବିଷ୍ଟମ୍ଭ+ଅଛିଅର୍ଥେ. ଇନ୍) — ମଳରୋଧଜନକ — Causing or inducing constipation
  • ସଂ. ବିଣ. ପୁଂ (ବିଷ୍ଚମ୍ଭିନ୍; ବିଷ୍ଟମ୍ଭ+ଅଛିଅର୍ଥେ. ଇନ୍) — ଗତିରୋଧ— କାରୀ — Making motionless; benumbing (Apte)