ବିଷ୍କିର Bishkira
- ସଂ. ବି (ବି+କୃ ଧାତୁ=ବିକ୍ଷେପ କରିବା; ଖେଳାଇବା+କର୍ତ୍ତୃ. ଅ) — ପକ୍ଷୀ — A bird
- ସଂ. ବି (ବି+କୃ ଧାତୁ=ବିକ୍ଷେପ କରିବା; ଖେଳାଇବା+କର୍ତ୍ତୃ. ଅ) — [ଉ—ବିଷ୍କିର କହ ମଧୁର, ବାର୍ତ୍ତା ବଧୂର ମୋ—ଭଞ୍ଜ. ବୈଦେହୀଶବିଳାସ— ବିଳାସ।]
- ସଂ. ବି (ବି+କୃ ଧାତୁ=ବିକ୍ଷେପ କରିବା; ଖେଳାଇବା+କର୍ତ୍ତୃ. ଅ) — (ଯେ ନଖରେ ଭୂମି ଆଦି ଖେଳାଏ) କୁକୁଡ଼ା — Cock (Apte)
- ସଂ. ବି (ବି+କୃ ଧାତୁ=ବିକ୍ଷେପ କରିବା; ଖେଳାଇବା+କର୍ତ୍ତୃ. ଅ) — କୁକୁଡ଼ାଜାତୀୟ ପକ୍ଷୀ — Gallinaceous bird (Apte)
- ସଂ. ବି (ବି+କୃ ଧାତୁ=ବିକ୍ଷେପ କରିବା; ଖେଳାଇବା+କର୍ତ୍ତୃ. ଅ) — (+ଭାବ. ଅ) ଖେଳାଇବା—4. Scattering about. (Apte).
- ସଂ. ବି (ବି+କୃ ଧାତୁ=ବିକ୍ଷେପ କରିବା; ଖେଳାଇବା+କର୍ତ୍ତୃ. ଅ) — ଚିରି ପକାଇବା — Tearing up (pte)
- ସଂ. ବି (ବି+କୃ ଧାତୁ=ବିକ୍ଷେପ କରିବା; ଖେଳାଇବା+କର୍ତ୍ତୃ. ଅ) — [ଦ୍ର—ଯେଉଁ ସବୁ ପକ୍ଷୀ ନଖଦ୍ୱାରା ଭୋଜ୍ୟ ବସ୍ତୁକୁ ଖେଳାଇ ବା ଛଡ଼ାଇ ଛଡ଼ାଇ ଖାଅନ୍ତି ତାଙ୍କୁ ବିଷ୍କିର ବୋଲାଯାଏ; ଯଥା—କୁକୁଡା, ପାରା। ବୈଦ୍ୟକ ମତରେ ଏମାନଙ୍କର ମାଂସ କଷାୟ ମଧୁର ରସ, ଶୀତଳ, କଟୁବିପାକ, ଲଘୁ, ଶୁକ୍ରବର୍ଦ୍ଧକ, ରୁଚିକର ଓ ତ୍ରିଦୋଷ ନାଶକ—ଦ୍ରବ୍ୟଗୁଣ ଶିକ୍ଷା।]