ବିଷ୍ଟବ୍ଧ Bashṭabadha

  • ସଂ. ବିଣ(ବି+ସ୍ତନ୍ ଭ୍ ଧାତୁ=ସ୍ତବ୍ଧ କରିବା+କର୍ମ. ତ) — ପ୍ରତିବଦ୍ଧ; ବାଧା ଦିଆଯାଇଥିବା — Obstructed; hindered
  • ସଂ. ବିଣ(ବି+ସ୍ତନ୍ ଭ୍ ଧାତୁ=ସ୍ତବ୍ଧ କରିବା+କର୍ମ. ତ) — ଅବରୁଦ୍ଧ — Restrained
  • ସଂ. ବିଣ(ବି+ସ୍ତନ୍ ଭ୍ ଧାତୁ=ସ୍ତବ୍ଧ କରିବା+କର୍ମ. ତ) — ରୁଦ୍ଧ — Confined
  • ସଂ. ବିଣ(ବି+ସ୍ତନ୍ ଭ୍ ଧାତୁ=ସ୍ତବ୍ଧ କରିବା+କର୍ମ. ତ) — (ମଳ ଆଦି) ପେଟ ମଧ୍ୟରେ ରୁଦ୍ଧ — Constipated
  • ସଂ. ବିଣ(ବି+ସ୍ତନ୍ ଭ୍ ଧାତୁ=ସ୍ତବ୍ଧ କରିବା+କର୍ମ. ତ) — ଦୃଢ଼ରୂପେ ବସାଯାଇଥିବା — Fixed firmly (Apte)
  • ସଂ. ବିଣ(ବି+ସ୍ତନ୍ ଭ୍ ଧାତୁ=ସ୍ତବ୍ଧ କରିବା+କର୍ମ. ତ) — ଜଡ଼ୀକୃତ — Paralysed (Apte); made motionless
  • ସଂ. ବିଣ(ବି+ସ୍ତନ୍ ଭ୍ ଧାତୁ=ସ୍ତବ୍ଧ କରିବା+କର୍ମ. ତ) — ଉତ୍ତୋଳିତ; ଧୃତ — Propped; supported (Apte)