ବିଷ୍ଟ Bishṭa
- ସଂ. ବିଣ (ବିଶ୍ ଧାତୁ=ପ୍ରବେଶ କରିବା+କର୍ତ୍ତୃ. ତ) — ପ୍ରବିଷ୍ଟ — Entered
- ସଂ. ବିଣ (ବିଶ୍ ଧାତୁ=ପ୍ରବେଶ କରିବା+କର୍ତ୍ତୃ. ତ) — ଆବିଷ୍ଟ — Engrossed; possessed (as by a ghost)
- ସଂ. ବିଣ (ବିଶ୍ ଧାତୁ=ପ୍ରବେଶ କରିବା+କର୍ତ୍ତୃ. ତ) — ଆଶ୍ରିତ — Sheltered; protected
- ଗ୍ରା. ବି — ବିଷ୍ଠା — Dung; ordure